ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ବିପଦ : ଟ୍ରେଞ୍ଚ ପାଲଟିଛି ଡ୍ରେନ୍‌

ଖଣ୍ଡଗିରି : ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ହାତୀ ଯେପରି ଜନବସତି ମଧ୍ୟକୁ ଆସିବେ ନାହିଁ ସେଥିପାଇଁ ପାଚେରିକୁ ଲାଗି ଖୋଳା ଯାଇଥିବା ଟ୍ରେଞ୍ଚ୍ ଏବେ ପୋତି ହୋଇଗଲାଣି। କେଉଁଠି ଅଳ୍ପ ପୋତି ହୋଇଛି ତ ଆଉ କେଉଁଠି ବହୁତ। କେତେକ ସ୍ଥାନରେ ତ ଟ୍ରେଞ୍ଚ୍‌ ବୋଲି କିଛି ନାହିଁ। ସେଥିରେ କେବଳ ଆବର୍ଜନା ପାଣି ଲହଡ଼ି ଭାଙ୍ଗୁଛି। ଟ୍ରେଞ୍ଚ୍‌ କେଉଁଠି ତାହା ବି ଜଣାପଡ଼ୁ ନାହିଁ। ସ୍ଥାନେ ସ୍ଥାନେ ଟ୍ରେଞ୍ଚ୍‌କୁ ଡ୍ରେନ୍‌ … Continue reading ଚନ୍ଦକା-ଡମପଡ଼ା ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ବିପଦ : ଟ୍ରେଞ୍ଚ ପାଲଟିଛି ଡ୍ରେନ୍‌